ସଭିଙ୍କୁ ଲେଖିବା ଓ ସମ୍ପାଦନାର୩ ଜୁନ ୨୦୦୨ରେ୧୪,୮୦୦ଗୁରୁବାର
୪
ଅପ୍ରେଲଆଲୋଚନା ସଭାଇ-ମେଲରେ ଯୋଗାଯୋଗଲଗ ଇନ/ନୂଆ ଖାତାଟିଏ ଖୋଲିବେଆରମ୍ଭକିଛି ଜାଣିବା କଥାଲେଖିବାରେ ସହଯୋଗଦରକାରୀ ଗୁରୁତ୍ତ୍ୱପୂର୍ଣ୍ଣ ପ୍ରସଙ୍ଗ ତାଲିକାପୁରା ପଢନ୍ତୁ...ଆରମ୍ଭଓଡ଼ିଆରେ୧୪,୮୦୦
(function()var node=document.getElementById("mw-dismissablenotice-anonplace");if(node)node.outerHTML="u003Cdiv class="mw-dismissable-notice"u003Eu003Cdiv class="mw-dismissable-notice-close"u003E[u003Ca tabindex="0" role="button"u003Eଖାରଜu003C/au003E]u003C/divu003Eu003Cdiv class="mw-dismissable-notice-body"u003Eu003Cdiv id="localNotice" lang="or" dir="ltr"u003Eu003Cpu003Eu003Cbr /u003Enu003C/pu003Enu003Ccenteru003Enu003Cpu003Eu003Ca href="/wiki/%E0%AC%B8%E0%AC%B9%E0%AC%AF%E0%AD%8B%E0%AC%97:%E0%AC%93%E0%AC%A1%E0%AC%BC%E0%AC%BF%E0%AC%86%E0%AC%B0%E0%AD%87_%E0%AC%9F%E0%AC%BE%E0%AC%87%E0%AC%AA_%E0%AC%95%E0%AC%BF%E0%AC%AA%E0%AC%B0%E0%AC%BF_%E0%AC%95%E0%AC%B0%E0%AC%BF%E0%AC%AC%E0%AD%87" title="ସହଯୋଗ:ଓଡ଼ିଆରେ ଟାଇପ କିପରି କରିବେ"u003Eu003Cimg alt="Keyboard icon1.png" src="//upload.wikimedia.org/wikipedia/commons/thumb/5/59/Keyboard_icon1.png/60px-Keyboard_icon1.png" decoding="async" width="60" height="36" srcset="//upload.wikimedia.org/wikipedia/commons/thumb/5/59/Keyboard_icon1.png/90px-Keyboard_icon1.png 1.5x, //upload.wikimedia.org/wikipedia/commons/thumb/5/59/Keyboard_icon1.png/120px-Keyboard_icon1.png 2x" data-file-width="346" data-file-height="207" /u003Eu003C/au003Eu0026#160;u0026#160; u003Ca href="/wiki/%E0%AC%89%E0%AC%87%E0%AC%95%E0%AC%BF%E0%AC%AA%E0%AC%BF%E0%AC%A1%E0%AC%BC%E0%AC%BF%E0%AC%86:%E0%AC%9A%E0%AC%BE%E0%AC%9F%E0%AC%B8%E0%AC%AD%E0%AC%BE" title="ଉଇକିପିଡ଼ିଆ:ଚାଟସଭା"u003Eu003Cimg alt="Odia Wikipedia sitenotice.png" src="//upload.wikimedia.org/wikipedia/commons/thumb/7/7a/Odia_Wikipedia_sitenotice.png/500px-Odia_Wikipedia_sitenotice.png" decoding="async" width="500" height="46" srcset="//upload.wikimedia.org/wikipedia/commons/thumb/7/7a/Odia_Wikipedia_sitenotice.png/750px-Odia_Wikipedia_sitenotice.png 1.5x, //upload.wikimedia.org/wikipedia/commons/thumb/7/7a/Odia_Wikipedia_sitenotice.png/1000px-Odia_Wikipedia_sitenotice.png 2x" data-file-width="2140" data-file-height="198" /u003Eu003C/au003Enu003C/pu003Enu003C/centeru003Eu003C/divu003Eu003C/divu003Eu003C/divu003E";());
ପ୍ରଧାନ ପୃଷ୍ଠା
ଉଇକିପିଡ଼ିଆ ରୁ
Jump to navigation
Jump to search
ଓଡ଼ିଆ ଉଇକିପିଡ଼ିଆ ଏକ ଖୋଲା ଜ୍ଞାନକୋଷ ଓଡ଼ିଆ ଉଇକିପିଡ଼ିଆକୁ ସ୍ଵାଗତ! ସଭିଙ୍କୁ ଲେଖିବା ଓ ସମ୍ପାଦନାର ସୁଯୋଗ ଦେଉଥିବା ଏକ ଖୋଲା ଜ୍ଞାନକୋଷ । ୩ ଜୁନ ୨୦୦୨ରେ ଆରମ୍ଭ ହେଇଥିବା ଏହି ଜ୍ଞାନକୋଷର ପ୍ରସଙ୍ଗ ସଂଖ୍ୟା ଅଧୁନା ୧୪,୮୦୦ ।
|
|
|
|
କିପରି ଟାଇପ କରିବେ ଜାଣିବା ନିମନ୍ତେ ଏଥିରେ କ୍ଳିକ କରନ୍ତୁ
ଆଲୋଚନା ସଭା • ଇ-ମେଲରେ ଯୋଗାଯୋଗ • ଲଗ ଇନ/ନୂଆ ଖାତାଟିଏ ଖୋଲିବେ
|
|
|
|
ନୂଆ ପ୍ରସଙ୍ଗଟିଏ ଗଢ଼ିବା ଶିଖନ୍ତୁ
ଆରମ୍ଭ • କିଛି ଜାଣିବା କଥା • ଲେଖିବାରେ ସହଯୋଗ• ଦରକାରୀ ଗୁରୁତ୍ତ୍ୱପୂର୍ଣ୍ଣ ପ୍ରସଙ୍ଗ ତାଲିକା
|
|
ପୂର୍ବରୁ ଥିବା ପ୍ରସଙ୍ଗ ସବୁକୁ ଆପଣ ଅଧିକ ତଥ୍ୟ ଯୋଡ଼ି ଉନ୍ନତ କରିପାରିବେ ବା ନୂଆ ପ୍ରସଙ୍ଗ ତିଆରି କରିପାରିବେ ।
|
|
---|
ଭାରତୀୟ ସାଧାରଣ ନିର୍ବାଚନ, ୧୭ତମ ଲୋକ ସଭା ସଦସ୍ୟମାନଙ୍କୁ ନିର୍ବାଚିତ କରିବାକୁ ୨୦୧୯ ମସିହା ଅପ୍ରେଲ ମାସ ୧୧ ତାରିଖରୁ ଆରମ୍ଭ କରି ମଇ ମାସ ୧୯ ତାରିଖ ପର୍ଯ୍ୟନ୍ତ ସାତଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ । ମଇ ମାସ ୨୩ ତାରିଖରେ ଭୋଟ ଗଣନା ହୋଇ ଫଳାଫଳ ପ୍ରକାଶ ପାଇବ ।
ବିଧାନ ସଭା ନିର୍ବାଚନ ମଧ୍ୟ ନିମ୍ନୋକ୍ତ ରାଜ୍ୟଗୁଡ଼ିକରେ ଏହି ସମୟରେ ଏକା ସାଙ୍ଗରେ ହେବ: ଆନ୍ଧ୍ର ପ୍ରଦେଶ, ଅରୁଣାଞ୍ଚଳ ପ୍ରଦେଶ, ଓଡ଼ିଶା, ଜମ୍ମୁ ଓ କାଶ୍ମୀର ଏବଂ ସିକ୍କିମ । ଓଡ଼ିଶାରେ ଚାରୋଟି ପର୍ଯ୍ୟାୟରେ ୧୧, ୧୮, ୨୩ ଏବଂ ୨୯ ଅପ୍ରେଲ ମାସରେ ନିର୍ବାଚନ ହେବ ।
ପୁରା ପଢନ୍ତୁ...
ଅଭିଲେଖ
|
|
---|
ଅପ୍ରେଲ
ଜନ୍ମ
୧ – ବୈଜ୍ଞାନିକ ପ୍ରାଣକୃଷ୍ଣ ପରିଜା (ଜନ୍ମ: ୧୮୯୧)
୧ – ପଦ୍ମଶ୍ରୀ ତାରାପ୍ରସାଦ ଦାସ, ଚକ୍ଷୁ ବିଶେଷଜ୍ଞ (ଜନ୍ମ: ୧୯୫୦)
୨ – ଅଶ୍ରୁମୋଚନ ମହାନ୍ତି, ଓଡ଼ିଶା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରାପ୍ତ ଅଭିନେତା (ଜନ୍ମ:୧୯୫୯)
୩ – କବିଶେଖର ଚିନ୍ତାମଣି ମହାନ୍ତି (ଜନ୍ମ: ୧୮୬୭)
- ୩ – ପଦ୍ମ ଭୂଷଣ ରମାକାନ୍ତ ପଣ୍ଡା, ହୃଦରୋଗ ବିଶେଷଜ୍ଞ (ଜନ୍ମ: ୧୯୫୪)
- ୩ – ବିଭୂତି ଭୂଷଣ ପ୍ରଧାନ, ଓଡ଼ିଆ ଔପନ୍ୟାସିକ ଓ ସ୍ତମ୍ଭକାର (ଜନ୍ମ: ୧୯୫୭)
୪ – ପଦ୍ମଶ୍ରୀ ଅରୁଣା ମହାନ୍ତି, କେନ୍ଦ୍ର ସଂଗୀତ ନାଟକ ଏକାଡେମୀ ସମ୍ମାନ ପ୍ରାପ୍ତ ଓଡ଼ିଶୀ ନୃତ୍ୟଶିଳ୍ପୀ ଓ ଗୁରୁ (ଜନ୍ମ: ୧୯୬୦)
୭ – ସଂଗୀତ ଶିରୋମଣି ନୃସିଂହନାଥ ଖୁଣ୍ଟିଆ, ଓଡ଼ିଶୀ ସଙ୍ଗୀତ ଗୁରୁ ଓ ଗାୟକ (ଜନ୍ମ: ୧୯୧୧)
୮ – ଗିରିଧର ଗମାଙ୍ଗ, ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ (ଜନ୍ମ: ୧୯୪୩)
- ୮ – ବିଜୟ ମହାନ୍ତି, ଜୟଦେବ ପୁରସ୍କାର ସମ୍ମାନିତ ଅଭିନେତା (ଜନ୍ମ: ୧୯୫୦)
୧୪ – ପଦ୍ମଶ୍ରୀ ମିନତି ମିଶ୍ର, ଅଭିନେତ୍ରୀ, ଓଡ଼ିଶୀ ନୃତ୍ୟଶିଳ୍ପୀ ଓ ଓଡ଼ିଶୀ ନୃତ୍ୟଗୁରୁ (ଜନ୍ମ: ୧୯୩୬)
୧୪ – ଗଜେନ୍ଦ୍ର ପ୍ରସାଦ ସାହୁ, ମୂର୍ତ୍ତିକାର, ଚିତ୍ରକର ଏବଂ କଳାଶିକ୍ଷକ (ଜନ୍ମ: ୧୯୬୧)
୧୫ – ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ, ବାଲୁକା ଶିଳ୍ପୀ (ଜନ୍ମ: ୧୯୭୭)
୧୭ – ଗାୟତ୍ରୀବାଳା ପଣ୍ଡା, କେନ୍ଦ୍ର ସାହିତ୍ୟ ଏକାଡେମୀ (ବାଳ) ପୁରସ୍କାର ସମ୍ମାନୀତ ସାହିତ୍ୟିକ (ଜନ୍ମ: ୧୯୭୭)
୧୮ – ବିଭୁତି ଭୁଷଣ ଦେଓ, ବୈଜ୍ଞାନିକ, ଶିକ୍ଷାବିତ ଓ ବିଜ୍ଞାନ ଲେଖକ (ଜନ୍ମ: ୧୯୨୯)
୨୦ – ପଦ୍ମ ଭୂଷଣ ଗୋପୀନାଥ ମହାନ୍ତି, ଜ୍ଞାନପୀଠ ପୁରସ୍କାର ସମ୍ମାନିତ ଲେଖକ (ଜନ୍ମ: ୧୯୧୪)
- ୨୦ – କବି ବାଞ୍ଛାନିଧି ମହାନ୍ତି (ଜନ୍ମ: ୧୮୯୭)
- ୨୦ – ନୃସିଂହ ଚରଣ ପଣ୍ଡା, ଶାରଳା ପୁରସ୍କାର ସମ୍ମାନିତ ବୈଜ୍ଞାନିକ, ଦାର୍ଶନିକ, ସାହିତ୍ୟିକ ଓ ଶିକ୍ଷାବିତ (ଜନ୍ମ: ୧୯୨୯)
- ୨୦ – ରବି କାନୁନଗୋ, ସମ୍ପାଦକ, ସ୍ତମ୍ଭକାର, ସାହିତ୍ୟିକ (ଜନ୍ମ: ୧୯୪୬)
୨୧ – ସଦାଶିବ ତ୍ରିପାଠୀ, ସ୍ୱାଧୀନତା ସଂଗ୍ରାମୀ ଓ ରାଜନେତା (ଜନ୍ମ: ୧୯୧୦)
୨୪ – କାଟୁଲୁ ରବି କୁମାର, ଅର୍ଜୁନ ପୁରସ୍କାର ପ୍ରାପ୍ତ ଭାରଉତ୍ତୋଳନକାରୀ (ଜନ୍ମ: ୧୯୮୮)
୨୬ – ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ, ଓଡ଼ିଶାର ଭୂତପୂର୍ବ ପ୍ରଧାନମନ୍ତ୍ରୀ (ଜନ୍ମ: ୧୮୯୨)
- ୨୬ – ଜଗନ୍ନାଥ ପ୍ରସାଦ ଦାସ, ସରସ୍ଵତୀ ସମ୍ମାନ ପ୍ରାପ୍ତ ସାହିତ୍ୟିକ(ଜନ୍ମ: ୧୯୩୬)
୨୭ – ପ୍ରସନ୍ନ କୁମାର ପାଟ୍ଟଶାଣୀ, ଲୋକ ସଭା ସଭ୍ୟ (ଜନ୍ମ: ୧୯୪୬)
୨୮ – ଉତ୍କଳ ଗୌରବ କୁଳବୃଦ୍ଧ ମଧୁସୂଦନ ଦାସ, ଓଡ଼ିଆ ଭାଷା ଆନ୍ଦୋଳନର ମୁଖ୍ୟ ପୁରୋଧା (ଜନ୍ମ: ୧୮୪୮)
୨୯ – ବୈଷ୍ଣବ ଚରଣ ପଟ୍ଟନାୟକ, ସ୍ଵାଧୀନତା ସଂଗ୍ରାମୀ ଓ ରାଜନେତା (ଜନ୍ମ: ୧୯୧୪)
୨୯ – ଲଳିତ ମାନସିଂହ, ଭାରତର ପୂର୍ବତନ ବୈଦେଶିକ ସଚିବ (ଜନ୍ମ: ୧୯୪୧)
ମୃତ୍ୟୁ
୪ – ସ୍ଵଭାବ କବି ଗଙ୍ଗାଧର ମେହେର (ମୃତ୍ୟୁ: ୧୯୨୪)
- ୪ – ଶହୀଦ ଦିବାକର ପରିଡ଼ା, ସ୍ୱାଧୀନତା ସଂଗ୍ରାମୀ (ମୃତ୍ୟୁ: ୧୯୪୧)
୭ – ପଦ୍ମ ବିଭୂଷଣ କେଳୁଚରଣ ମହାପାତ୍ର (ମୃତ୍ୟୁ: ୨୦୦୪)
୧୧ – ପଦ୍ମଶ୍ରୀ ପରମାନନ୍ଦ ଆଚାର୍ଯ୍ୟ, ପ୍ରତ୍ନତତ୍ତ୍ୱବିତ୍ (ମୃତ୍ୟୁ: ୧୯୭୧)
୧୭ – ବିଜୁ ପଟ୍ଟନାୟକ, ଓଡ଼ିଶାର ଭୂତପୂର୍ବ ମୁଖ୍ୟମନ୍ତ୍ରୀ (ମୃତ୍ୟୁ: ୧୯୯୭)
୧୯ – କବି ବାଞ୍ଛାନିଧି ମହାନ୍ତି (ମୃତ୍ୟୁ: ୧୯୩୮)
- ୨୦ – ଉପେନ୍ଦ୍ର କିଶୋର ଦାସ, ଓଡ଼ିଆ ସାହିତ୍ୟିକ ଓ ସ୍ୱାଧୀନତା ସଂଗ୍ରାମୀ (ମୃତ୍ୟୁ: ୧୯୭୨)
୨୧ – ଜାନକୀ ବଲ୍ଲଭ ପଟ୍ଟନାୟକ, ଓଡ଼ିଶାର ଭୂତପୂର୍ବ ମୁଖ୍ୟମନ୍ତ୍ରୀ (ମୃତ୍ୟୁ: ୨୦୧୫)
୨୭ – କବିବର ରାଧାନାଥ ରାୟ (ମୃତ୍ୟୁ: ୧୯୦୮)
- ୨୭ – ହେମନ୍ତ ଦାସ, ଜୟଦେବ ପୁରସ୍କାର ସମ୍ମାନିତ ଅଭିନେତା ଓ ନିର୍ଦ୍ଦେଶକ (ମୃତ୍ୟୁ: ୨୦୧୦)
- ୨୮ – ଜାତୀୟ କବି ବୀରକିଶୋର, (ମୃତ୍ୟୁ: ୧୯୭୩)
୨୯ – ପଦ୍ମଶ୍ରୀ ଶୈଳବାଳା ଦାସ (ମୃତ୍ୟୁ: ୧୯୬୮)
୩୦ – ଅମିୟ କୁମାରୀ ପାଢ଼ୀ, ଓଡ଼ିଶା ଉଚ୍ଚ ନ୍ୟାୟାଳୟର ପ୍ରଥମ ମହିଳା ବିଚାରପତି (ମୃତ୍ୟୁ: ୨୦୧୨)
ପର୍ବପର୍ବାଣୀ
- ୦୪: ଅଶୋକାଷ୍ଟମୀ, ରୁକୁଣା ରଥ ଯାତ୍ରା, ସାହି ଯାତ ଆରମ୍ଭ
- ୦୪: ରାମ ନବମୀ
- ୦୫: ବସନ୍ତ ନବରାତ୍ର ଶେଷ
- ୦୬: ସୁଦଶା ବ୍ରତ
- ୦୭: କାମଦା ଏକାଦଶୀ
- ୦୮: ଅନଙ୍ଗ ତ୍ରୟୋଦଶୀ
- ୧୧: ଚୈତ୍ର ପୂର୍ଣ୍ଣିମା
- ୧୩: ସାହି ଯାତ ଶେଷ
- ୧୪: ପଣା ସଂକ୍ରାନ୍ତି
- ୨୯: ଅକ୍ଷୟ ତୃତୀୟା, ଚନ୍ଦନ ଯାତ୍ରା ଆରମ୍ଭ
|
|
|
|
---|
| ଓଡ଼ିଆ ଅକ୍ଷର ଅ ସୁଭାସିସ
|
|
ଆର.ଏସ.ଏସ ଫିଡ · ଇ-ମେଲ · ବଛା ଛବି · ଅଭିଲେଖ
|
ଉଇକିପିଡ଼ିଆ ବ୍ୟବହାର କରିବେ କିପରି
|
---|
ପଚରାଯାଇଥିବା ପ୍ରଶ୍ନର ଉତ୍ତର • ଶିକ୍ଷଣ • ଖୋଲା ଏଡ଼ିଟର
- ଉଇକିପିଡ଼ିଆ ବାବଦରେ ଥରକୁଥର ପଚରାଯାଇଥିବା ପ୍ରଶ୍ନର ଉତ୍ତର (FAQ)
- ଉଇକିପିଡ଼ିଆର ବ୍ୟବହାର ବାବଦରେ ଶିକ୍ଷଣରୁ ଶିଖିପାରିବେ। ଶିକ୍ଷଣ ଭିଡ଼ିଓ
- ଜଣେ ଉଇକିଆଳି ଭାବରେ ଓଡ଼ିଆ ଉଇକିପିଡ଼ିଆକୁ ଆଗକୁ ନେବାରେ ସାହାଯ୍ୟ କରନ୍ତୁ ।
ଖୋଲା ଏଡ଼ିଟରବ୍ୟବହାର କରି ଲେଖାରେ ନୂଆ ଲିଙ୍କସବୁ ମିଶାଇ କରି ସାଇତି ରଖନ୍ତୁ । ଆପଣ ଇଂରାଜୀ ଉଇକିପିଡ଼ିଆରେ ଥିବା ଲେଖାସବୁକୁ ଖୁବ ସହଜରେ ଓଡ଼ିଆରେ ଅନୁବାଦ ମଧ୍ୟ କରିପାରିବେ ।
ଇଂରାଜୀ ସାହାଯ୍ୟରୁ ଅଧିକ ଜାଣନ୍ତୁ ।
|
|
|
---|
୨୦୦୨ (୨୦୦୨)ରେ ଆରମ୍ଭ ହେଇଥିବା ଏହି ଉଇକିପିଡ଼ିଆଟି ଓଡ଼ିଆରେ ଲେଖା ହେଇଅଛି । ଏଥିରେ ଏବେ ୧୪,୮୦୦ ଗୋଟି ଲେଖା ଅଛି । ୨୪ଟି ଭାରତୀୟ ଭାଷା ସହିତ ଆଉରି ଅନେକ ଭାଷାରେ ଉଇକିପିଡ଼ିଆ ଅଛି; କେତୋଟି ବଡ଼ ବଡ଼ ଉଇକିପିଡ଼ିଆ ହେଲା:
- ଭାରତୀୟ ଭାଷାରେ:
- संस्कृतम्
- हिन्दी
- पालि
- मराठी
- भोजपुरी
- मैथिली
- नेपाली
- नेपाल भाषा
- गोंयची कोंकणी / Gõychi Konknni
- ᱥᱟᱱᱛᱟᱲᱤ
- বাংলা
- ગુજરાતી
- മലയാളം
- தமிழ்
- ತುಳು
- తెలుగు
- ಕನ್ನಡ
- कॉशुर / کٲشُر
- سنڌي
- বিষ্ণুপ্রিয়া মণিপুরী
- অসমীয়া
- ਪੰਜਾਬੀ
- اردو
- ୧୦,୦୦,୦୦୦ରୁ ଅଧିକ ଲେଖାରେ ଭରା:
- English
- Cebuano
- svenska
- Deutsch
- français
- Nederlands
- русский
- italiano
- español
- polski
- Winaray
- Tiếng Việt
- 日本語
- 中文
- português
- ୩,୦୦,୦୦୦ରୁ ଅଧିକ ଲେଖାରେ ଭରା:
- українська
- فارسی
- српски / srpski
- العربية
- català
- norsk
- srpskohrvatski / српскохрватски
- suomi
- Bahasa Indonesia
- magyar
- 한국어
- čeština
- română
- Bahasa Melayu
- Türkçe
- euskara
ପୂରା ତାଲିକା • ବହୁଭାଷୀ ସହାୟତା
|
|
ଉଇକିମିଡିଆର ସହଯୋଗୀ ପ୍ରକଳ୍ପ ସବୁ
|
---|
|
|
ଉପରକୁ ଯିବେ – ପୁନ ଲୋଡ଼ – ଉଇକିମିଡ଼ିଆ ଭାରତ ପୋର୍ଟାଲ – ପରିସଂଖ୍ୟାନ – ଆଲୋଚନା ସଭା – ଯୋଗାଯୋଗ – ଫେସବୁକ – ଟୁଇଟର
|
ଦିଗବାରେଣି ମେନୁ
ନିଜର ଟୁଲ
- ଲଗ ଇନ କରିନାହାନ୍ତି
- ଆଲୋଚନା
- ଅବଦାନ
- ଖାତାଟିଏ ଖୋଲନ୍ତୁ
- ଲଗ-ଇନ
ଦେଖା
- ପଢ଼ନ୍ତୁ
- ମୂଳାଧାର ଦେଖିବେ
- ଇତିହାସ
ଦିଗବାରେଣି
- ପ୍ରଧାନ ପୃଷ୍ଠା
- ସଂଘ ସୂଚନା ଫଳକ
- ନଗଦ ବଦଳ
- ଯାହିତାହି ପୃଷ୍ଠା
- ଦାନ
ଯୋଗାଯୋଗ
- ପ୍ରଶ୍ନ ପଚାରନ୍ତୁ
- ଆଲୋଚନା ସଭା
ସହଯୋଗ କରନ୍ତୁ
- ଉଇକି ପ୍ରକଳ୍ପ
- ବଛା ଛବି
- ବଛା ଲେଖା
ଉପକରଣ
- ଏଠାରେ ଥିବା ଲିଙ୍କ
- ସମ୍ପର୍କିତ ବଦଳ
- ଫାଇଲ ଅପଲୋଡ଼ କରିବେ
- ବିଶେଷ ପୃଷ୍ଠା
- ସବୁଦିନିଆ ଲିଙ୍କ
- ପୃଷ୍ଠା ସୂଚନା
- ଉଇକିଡାଟା ଜିନିଷ
- ଏହି ପୃଷ୍ଠାଟିରେ ଆଧାର ଯୋଡ଼ିବେ
ପ୍ରିଣ୍ଟ/ରପ୍ତାନି
- ବହି ତିଆରି କରିବେ
- PDF ଭାବରେ ଡାଉନଲୋଡ଼ କରିବେ
- ଛପାହୋଇପାରିବା ପୃଷ୍ଠା
ବାକି ପ୍ରକଳ୍ପଗୁଡ଼ିକରେ
- Wikimedia Commons
- MediaWiki
- Meta-Wiki
- Wikispecies
- Wikidata
- Wikimania
- Wikisource
- Wiktionary
ଅଲଗା ଭାଷାରେ
- অসমীয়া
- भोजपुरी
- বাংলা
- বিষ্ণুপ্রিয়া মণিপুরী
- Cebuano
- Deutsch
- English
- Español
- Français
- गोंयची कोंकणी / Gõychi Konknni
- ગુજરાતી
- हिन्दी
- Italiano
- ಕನ್ನಡ
- कॉशुर / کٲشُر
- मैथिली
- മലയാളം
- मराठी
- नेपाली
- नेपाल भाषा
- Nederlands
- ਪੰਜਾਬੀ
- पालि
- Polski
- Русский
- संस्कृतम्
- سنڌي
- Simple English
- Svenska
- தமிழ்
- తెలుగు
- اردو
- Tiếng Việt
- Winaray
(window.RLQ=window.RLQ||[]).push(function()mw.config.set("wgPageParseReport":"limitreport":"cputime":"0.260","walltime":"0.354","ppvisitednodes":"value":1265,"limit":1000000,"ppgeneratednodes":"value":0,"limit":1500000,"postexpandincludesize":"value":78031,"limit":2097152,"templateargumentsize":"value":1054,"limit":2097152,"expansiondepth":"value":8,"limit":40,"expensivefunctioncount":"value":2,"limit":500,"unstrip-depth":"value":0,"limit":20,"unstrip-size":"value":637,"limit":5000000,"entityaccesscount":"value":0,"limit":400,"timingprofile":["100.00% 107.930 1 -total"," 37.03% 39.963 1 ଛାଞ୍ଚ:Mainpage_featured_picture"," 29.69% 32.042 1 ଛାଞ୍ଚ:Wikipedia_languages"," 20.24% 21.842 6 ଛାଞ୍ଚ:Spaces"," 15.91% 17.176 54 ଛାଞ୍ଚ:Wikipedia_languages/core"," 10.68% 11.531 1 ଛାଞ୍ଚ:Potw"," 10.28% 11.100 1 ଛାଞ୍ଚ:Mainpage_featured_article"," 8.24% 8.891 1 ଛାଞ୍ଚ:Potw/୨୦୧୯-୧୪"," 7.12% 7.686 1 ଛାଞ୍ଚ:Mainpage_welcome"," 5.78% 6.234 1 ଛାଞ୍ଚ:ପ୍ରସଙ୍ଗ_ପଞ୍ଜିକା୧"],"scribunto":"limitreport-timeusage":"value":"0.006","limit":"10.000","limitreport-memusage":"value":833651,"limit":52428800,"cachereport":"origin":"mw1238","timestamp":"20190404064305","ttl":3600,"transientcontent":true);mw.config.set("wgBackendResponseTime":120,"wgHostname":"mw1328"););